ମନୋରଞ୍ଜନ

୯୦ ଦଶକ ଗୀତକୁ ମନେପକାଇଲେ ମାଧୁରୀ ଦୀକ୍ଷିତ୍ : ‘ଏକ -ଦୋ–ତିନ୍’ ଗୀତରେ ଲଗାଇଲେ ଠୁମକା

ମୁମ୍ବାଇ ୨୯/୦୮ : କଲର୍ସ ଟିଭିର ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ ‘ଡ୍ୟାନ୍ସ ଡିୱାନ-୩’ । ତେବେ ପ୍ରସାରିତ ହୋଇଥିବା ଏପିସୋଡ୍ ୯୦ଦଶକ ପାଇଁ ଉତ୍ସର୍ଗୀକୃତ ହୋଇଥିଲା । ଏହି ଶୋ’ରେ ଅତିଥି ଭାବରେ ଅଲକା ୟାଗନିକ୍ ଏବଂ କୁମାର ସାନୁ ଆସିଥିଲେ । ଉଭୟ ଏକରୁ ଅଧିକ ହିଟ୍ ଗୀତ ଦେଇଛନ୍ତି। ଏଭଳି ପରିସ୍ଥିତିରେ ସେ ଶୋ’ରେ ନିଜ ସ୍ୱରରେ ଗୀତ ଗାଇ ଏହାକୁ ଏକ ଭିନ୍ନ ରଙ୍ଗରେ ଭରି ଦେଇଥିଲେ। ମାଧୁରୀ ଦୀକ୍ଷିତ, ଧର୍ମେଶ […]

ମନୋରଞ୍ଜନ

‘ପବିତ୍ର ରିସ୍ତା-୨’ର ପ୍ରଥମ ଟିଜର ରିଲିଜ୍ : ଦେଖିବାକୁ ମିଳିଲା ଅଙ୍କିତା ଓ ଶାହିରଙ୍କ କେମେଷ୍ଟ୍ରି

ମୁମ୍ବାଇ ୨୯/୦୮ : ଚଳିତ ବର୍ଷର ବହୁ ଲୋକପ୍ରିୟ ଟେଲି ଧାରାବାହିକ ‘ଶୋ’ ‘ପବିତ୍ର ରିସ୍ତା’ର ଦ୍ୱିତୀୟ ସିଜନ୍ ଖୁବ ଶୀଘ୍ର ଟେଲିଭିଜକୁ ଫେରୁଛି। ପ୍ରଥମ ସିଜିନରେ ଦର୍ଶକଙ୍କ ମଧ୍ୟରେ ଏହା ଏକ ବଡ଼ ହିଟ୍ ହୋଇଥିଲା ଏବଂ ମୁଖ୍ୟ ଯୋଡି ମାନବ୍ ଓ ଅର୍ଚ୍ଚନା ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ଯାହାକି ପ୍ରତ୍ୟେକଙ୍କ ଘରେ ଘରେ ପରିଚିତ ହୋଇଯାଇଛନ୍ତି । ପ୍ରଥମ ସିଜନରେ ମୁଖ୍ୟ ଭୂମିକାରେ ସ୍ୱର୍ଗତ ଅଭିନେତା ସୁଶାନ୍ତ […]

ମନୋରଞ୍ଜନ

ଡ୍ରଗ୍ସ କାରବାର ମାମଲାରେ ବନ୍ଧାହେଲେ ଅଭିନେତା ଅରମାନ କୋହଲି, ଦୀର୍ଘସମୟ ପଚରାଉଚରା ପରେ ଗିରଫ କଲା NCB

ମୁମ୍ୱାଇ ୨୯/୦୮: ଡ୍ରଗ୍ସ କାରବାର ମାମଲାରେ ଗିରଫ ହେଲେ ଅଭିନେତା ଅରମାନ କୋହଲି । ଦୀର୍ଘସମୟ ପଚରା ଉଚରା ପରେ ଗିରଫ କରିଛି NCB । ଶନିବାର ସନ୍ଧ୍ୟାରେ NCB ଅରମାନଙ୍କ ଘରେ ରେଡ୍ କରିଥିଲେ । ଏହି ସମୟରେ ତାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିଲା । NCB କହିବା ମୁତାବକ ଡ୍ରଗ୍ସ ମାପିଆଙ୍କୁ ଖୋଜି ଖୋଜି NCB ଅରମାନଙ୍କ ନିକଟରେ ପହଞ୍ଚିଥିଲା । ଡ୍ରଗ୍ସ ମାଫିଆ ଓ ଅରମାନଙ୍କୁ ସାମ୍ନା ସାମ୍ନି ବସାଇ ପଚରା […]

ମନୋରଞ୍ଜନ

ଗୋଲଡେନ୍ ଗ୍ଲୋ ଲୁକରେ ଶିଳ୍ପା : ଭାଇରାଲ ହେଉଛି ଫଟୋ

ମୁମ୍ବାଇ ୨୯/୦୮ : ସୋନି ଟିଭିର ଡ୍ୟାନ୍ସ ରିଆଲିଟି ସୋ ‘ସୁପର ଡାନ୍ସର୍ -୪’ରେ ପ୍ରାୟ ଏକ ମାସ ପରେ ଶିଳ୍ପା ଶେଟ୍ଟୀ ଜଜ୍ ହୋଇ ଶୋକୁ ଫେରିଛନ୍ତି। ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ଶିଳ୍ପା ନିଜକୁ ଶୋ’ରୁ ଦୂରେଇ ରଖିଥିଲେ। ତାଙ୍କ ଅନୁପସ୍ଥିତିରେ ଚଳଚ୍ଚିତ୍ର ଜଗତ ସହିତ ଜଡିତ ଅନ୍ୟ ଅଭିନେତ୍ରୀ ଗୀତା କପୁର ଏବଂ ଅନୁରାଗ କଶ୍ୟପଙ୍କ ସହ ଶୋ’ର ଅତିଥି ଜଜ ଥିଲେ। ଶୋ’କୁ ଫେରିବା ପରେ ଶିଳ୍ପାଙ୍କୁ ଗ୍ରାଣ୍ଡ […]

ମନୋରଞ୍ଜନ

ବିଗ୍ ବସ୍ OTTରେ ରୋମାନ୍ସରେ ମାତିଛନ୍ତି ରାକେଶ ଓ ଶମିତା: ଖୁଲମ୍ ଖୁଲା କହୁଛନ୍ତି ‘ମୋତେ କିସ୍ କର’

ନୂଆଦିଲ୍ଲୀ ୨୯/୦୮: ବିଗ୍ ବସ୍ OTT ପ୍ଲାଟଫର୍ମ ଅନେକ କାରଣରୁ ଚର୍ଚ୍ଚାରେ ରହିଛି । ସେଥିମଧ୍ୟରୁ ପ୍ରତିଯୋଗୀ ଶମିତା ଶେଟ୍ଟୀ ଏବଂ ରାକେଶ ବାପତଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠତା ହେବାରେ ଲାଗିଛି । ଉଭୟ ଏକ କନେକସନ ଭାବରେ ବିଗବସ୍ କୁ ପ୍ରବେଶ କରିଥିଲେ । ହେଲେ ବର୍ତ୍ତମାନ ଗତ କିଛି ଏପିସୋଡରେ ଉଭୟ ପରସ୍ପର ସହିତ ଏକ ସ୍ୱତନ୍ତ୍ର ବନ୍ଧନ ସେୟାର କରୁଥିବାର ଦେଖିବାକୁ ମିଳିଥିଲା ​​। କେବଳ ଏତିକି ନୁହେଁ ଦୁହେଁ ପରସ୍ପର ପାଇଁ […]

ଖେଳ

ହିଟଲରଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ ମେଜର ଧ୍ୟାନଚାନ୍ଦ: କହିଥିଲେ ମୁଁ ଭାରତର ଲୁଣ ଖାଇଛି, ମୁଁ କେବଳ ମୋ ଦେଶ ପାଇଁ ଖେଳିବି

ନୂଆଦିଲ୍ଲୀ୨୯/୦୮: ଆଜି ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ପୁଣ୍ୟତିଥୀ । ୧୯୦୫ ମସିହା ଆଜିର ଦିନରେ ଜନ୍ମ ନେଇଥିଲେ ଧ୍ୟାନଚାନ୍ଦ । ତାଙ୍କ ଜନ୍ମତିଥୀକୁ ପ୍ରତିବର୍ଷ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି । ଧ୍ୟାନଚାନ୍ଦଙ୍କ ଆବିର୍ଭାବ ହିଁ ଭାରତୀୟ ହକିକୁ ନୂଆ ରୂପ ଦେଇଥିଲା । ତାଙ୍କ ଯାଦୁକରୀ ଖେଳରେ ଭାରତ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଥିଲା । ଦେଶ ସ୍ୱାଧୀନ ହେବା ପରେ ଅର୍ଥାତ ୧୯୪୮ ଅଲିମ୍ପିକ୍ସ ଦଳରେ ଧ୍ୟାନଚାନ୍ଦ […]

ମନୋରଞ୍ଜନ

୨୬ ହଜାର ଟଙ୍କାର ମାସ୍କ ପିନ୍ଧି ନଜର ଆସିଲେ ନୋରା ଫତେହୀ, ଜାଣନ୍ତୁ ପର୍ସର ଦାମ୍…

ମୁମ୍ବାଇ ୨୮/୦୮ : ବଲିଉଡ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ନୋରା ଫତେହି ନିଜର ହଟେଷ୍ଟ ଫିଗର୍ ପାଇଁ ଜଣାଶୁଣା । ସେ ନିଜର ଜବରଦସ୍ତ ଡ୍ୟାନ୍ସ ମୁଭ୍ସ ଏବଂ ଷ୍ଟାଇଲ୍ ରେ ଲୋକଙ୍କୁ ତାଙ୍କର ଦିୱାନା କରିଛନ୍ତି । ନୋରା ଯେଉଁଠାରେ ବି ନଜର ଆସନ୍ତି, ପ୍ରଶଂସକ ତାଙ୍କର ଗୋଟିଏ ଝଲକ ପାଇବାକୁ ଏକାଠି ହୋଇଯାଆନ୍ତି । ଫ୍ୟାଶନ୍ ଷ୍ଟେଟମେଣ୍ଟ ସେଟ୍ କରିବା ବ୍ୟତୀତ ନୋରା ବିଳାସପୂର୍ଣ୍ଣ ଜିନିଷକୁ ମଧ୍ୟ ଭଲ ପାଆନ୍ତି । ଯେଉଁଥିପାଇଁ ସେ […]

ରାଶିଫଳ

ଅଗଷ୍ଟ ୨୮ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ–ଆଜି ଜହ୍ନମାମୁଁ ଭଳି ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ବିଶେଷଙ୍କ ମାଧ୍ୟମରେ ଆଦର ଓ ସମ୍ମାନ ପାଇବେ । ପାରିବାରିକ କ୍ଷେତ୍ରରେ, ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ଶୁଭରଙ୍ଗ କଫି । ଶୁଭ ଅଙ୍କ ୮ । • କର୍ମଜୀବି- ସ୍ୱକାର୍ଯ୍ୟ କରିବେ । • ବ୍ୟବସାୟୀ- ଧର୍ଯ୍ୟହାରା ହୋଇପାରନ୍ତି । • ଗୃହିଣୀ- ସ୍ୱାଭିମାନୀ ହେବେ । • ଚାଷୀ-ଗୋବରକ୍ଷତର ବ୍ୟବହାର କରିବା ଉଚିତ୍‌ ।(ପରୀକ୍ଷିତ) • ରୋଗୀ- ସାମାନ୍ୟ ସୁସ୍ଥ […]

ମନୋରଞ୍ଜନ

ନୟାପଲ୍ଲୀ ଥାନାରେ ଅଭିନେତା ବବି ମିଶ୍ର ପଡ଼ୋଶୀଙ୍କ ଅଭିଯୋଗ: ମାଡ଼ ମାରିବା ସହ ସ୍ତ୍ରୀଙ୍କୁ ବାହା ହେବାକୁ ଜିଦ୍ ଧରିଛନ୍ତି, ଅଭିଯୋଗକୁ ଖଣ୍ଡନ କଲେ ବବି

ଭୁବନେଶ୍ବର: ଓଡ଼ିଆ ସିନେ ଜଗତର ଜଣାଶୁଣା ଅଭିନେତା ବବି ମିଶ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିବା ପରେ ତାଙ୍କୁ ଥାନାରେ ପହଞ୍ଚିଥିବାର ଖବର ମିଳିଛି। ମଦ ପିଇ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗରେ ନୟାପଲ୍ଲୀ ଥାନାରେ ଅଭିନେତା ବବି ମିଶ୍ରଙ୍କ ନାଁରେ ଅଭିଯୋଗ କରିଛନ୍ତ ପଡ଼ୋଶୀ। ତାଙ୍କର ଅଭିଯୋଗ ଅନୁଯାୟୀ, ମଦ ନିଶାରେ ବନ୍ଧୁକ ଦେଖାଇ ତାଙ୍କ ପତ୍ନୀଙ୍କୁ ବାହା ହେବା ପାଇଁ ଜିଦ ଧରୁଛନ୍ତି। ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ […]

ଖେଳ

ଅମ୍ପାୟାରଙ୍କ ଉପରେ ଖପ୍ପା ଗାଭାସ୍କର, ଏହି ନିଷ୍ପତ୍ତି ନେଇ ଜଣାଇଲେ ଦୃଢ ଆପତ୍ତି

ନୂଆଦିଲ୍ଲୀ ୨୮/୦୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ପୂର୍ବତନ ଭେଟେରାନ କ୍ରିକେଟର ସୁନୀଲ ଗାଭାସ୍କର ଅମ୍ପାୟାରଙ୍କ ଏହି ନିଷ୍ପତ୍ତିକୁ ଦୃଢ ବିରୋଧ କରିଛନ୍ତି । ଗାଭାସ୍କର କହିଛନ୍ତି ଯେ ନିୟମ ବ୍ୟାଟ୍ସମ୍ୟାନଙ୍କୁ ଏପରି କରିବାକୁ ବାରଣ କରେ ନାହିଁ । ଅମ୍ପାୟାରଙ୍କ ନିର୍ଦ୍ଦେଶରେ ତାଙ୍କୁ ନିଜର ଆଭିମୁଖ୍ୟ ବଦଳାଇବାକୁ ପଡିବ ବୋଲି ଋଷଭ ପନ୍ତ କହିଛନ୍ତି । ଅମ୍ପାୟାର କହିଛନ୍ତି ଯେ ପନ୍ତ […]