ଲଦାଖ୍ରେ ଜସ୍ମିନ୍-ଗୋନୀ
ଟେଲି ତାରକା ତଥା ‘ବିଗ୍ ବସ୍-୧୪’ର ଚର୍ଚ୍ଚିତ ପ୍ରତିଯୋଗୀ ଜସ୍ମିନ୍ ଭାସିନ୍ ଓ ଅଲ୍ଲୀ ଗୋନୀ ନିକଟରେ ନିଜ ବନ୍ଧୁମାନଙ୍କ ସହ ଲଦାଖରେ ଛୁଟି କଟାଇଛନ୍ତି। ଏଠାରେ ‘ୟେ ହୈ ମୋହବତେଁ’ର ନିଜର ସହ କଳାକାର ଭାବେ ଅଭିନୟ କରିଥିବା କ୍ରିଷ୍ଣା ମୁଖାର୍ଜୀଙ୍କୁ ଅଲ୍ଲୀ ସାଙ୍ଗରେ ନେଇଯାଇଥିଲେ। ଜସ୍ମିନ୍, ଗୋନୀ, କ୍ରିଷ୍ଣା ଏବଂ ଅନ୍ୟ ସମସ୍ତେ ଏଠାରେ କରିଥିବା ମଜାମସ୍ତିର ଫଟୋ ସୋସିଆଲ୍ ମିଡିଆରେ ପରସ୍ପରକୁ ସେୟାର କରିଛନ୍ତି। ଜସ୍ମିନ୍ ଫଟୋ ତଳେ ଲେଖିଛନ୍ତି ‘ଶୁଭେଚ୍ଛା’। ଲଦାଖ […]