ଅପରାଧ ଦେଶ ବିଦେଶ ରାଜ୍ୟ

କୋଟିଏ ଟଙ୍କା ପାଖରେ ଅମର-ସେଜଲ୍ ଲଭ୍ ଷ୍ଟୋରୀ, ବିବାହ ପାଇଁ ଅମରକୁ ହୋଇନି ବୟସ

ସେଜଲଙ୍କ ପାଳିତ ଆମେରିକୀୟ ମାଆଙ୍କଠୁ କୁଆଡ଼େ କୋଟିଏ ଆଣିବାକୁ ଚାହୁଁଥିଲା ଅମର। କାଉନସେଲିଂ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟକୁ ନେଇ ଚାରିଆଡ଼େ ହଇଚଇ । ଖୋଳତାଡ଼ ଆରମ୍ଭ କରିଛି ପୋଲିସ । କାହାଣୀ ପରେ କାହାଣୀ, ଟୁଇଷ୍ଟ ପରେ ଟୁଇଷ୍ଟ। ସିନେମା ବି ଫିକା ପଡ଼ିଯିବ, ବହୁଚର୍ଚ୍ଚିତ ଅମର-ସେଜଲ ପ୍ରେମ କାହାଣୀ ଆଗରେ। ମିଛ କାନ୍ଦରୁ ଆରମ୍ଭ ହୋଇଥିବା ଷ୍ଟୋରୀ ଏବେ ପହଞ୍ଚିଛି କୋଟିଏ ଟଙ୍କା ପାଖରେ। ସେଜଲଙ୍କ ପାଳିତ ଆମେରିକୀୟ ମାଆଙ୍କଠୁ କୁଆଡ଼େ କୋଟିଏ ଆଣିବାକୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

Cyclone ‘Montha’: ବଳ ଗୋଟାଇ ମାଡ଼ିଆସୁଛି ବାତ୍ୟା ମୋନ୍ଥା, କାଲି ସନ୍ଧ୍ୟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

ବଳ ଗୋଟାଇ ମାଡ଼ିଆସୁଛି ବାତ୍ୟା ମୋନ୍ଥା। ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା। ଗୋପାଳପୁରଠାରୁ ୮୫୦ କିଲୋମିଟର ଦୂରରେ ବାତ୍ୟା। କାକିନାଡ଼ାଠାରୁ ୬୮୦ କିମି ଦୂରରେ ମୋନ୍ଥା। ବଳ ଗୋଟାଇ ମାଡ଼ିଆସୁଛି ବାତ୍ୟା ମୋନ୍ଥା। ଗତକାଲି ରାତିରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା । ଏବେ ଗୋପାଳପୁରଠାରୁ ୮୫୦ ଏବଂ ଆନ୍ଧ୍ରପ୍ରଦେଶ କାକିନାଡ଼ାଠାରୁ ୬୮୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଘଣ୍ଟା ପ୍ରତି ୧୬ କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡକୁ ଗତି କରୁଛି। କାଲି ସକାଳ ସୁଦ୍ଧା ଆହୁରି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଝିଅଙ୍କୁ ମିଳିବନି ବାପଘର ସମ୍ପତ୍ତି, ହୋଇପାରିବେନି ଉତ୍ତରାଧିକାରୀ: ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

ଝିଅଙ୍କୁ ମିଳିବନି ବାପଘର ସମ୍ପତ୍ତି। ପୁଅ ଥିଲେ ଝିଅମାନେ ହୋଇ ପାରିବେନି ଘରର ଉତ୍ତରାଧିକାରୀ। ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଛତିଶଗଡ଼ ହାଇକୋର୍ଟ। ପୈତୃକ ସମ୍ପତ୍ତିକୁ ନେଇ ଅଧିକାଂଶ ସମୟରେ ଦେଖା ଦେଉଛି ବିବାଦ। ଯାହା ସମାଧାନ ହେବା ପାଇଁ କୋର୍ଟ କଚେରୀରେ ଯ।ଇଁ ପହଞ୍ଚୁଛି। ପିତା ମାତାଙ୍କ ମୃତ୍ୟୁ ପରେ ସମ୍ପତ୍ତି ଲାଗି ଭାଇ-ଭଉଣୀଙ୍କ ମଧ୍ୟରେ ଏ ନେଇ ଅନେକ ସମୟରେ ଲାଗି ରହୁଛି ବିବାଦ। ଯ।ହାକୁ ନେଇ ଏବେ ଏକ ବଡ଼ ନିଷ୍ପତ୍ତି ଆସିଛି। […]

ଖେଳ ଦେଶ ବିଦେଶ

IND vs AUS: ଭାରତକୁ ୨୩୭ ରନ୍‌ର ଲକ୍ଷ୍ୟ ଦେଲା ଅଷ୍ଟ୍ରେଲିଆ, ୪ୱିକେଟ୍ ନେଇ ଚର୍ଚ୍ଚାରେ ହର୍ଷିତ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର ତୃତୀୟ ଏବଂ ଅନ୍ତିମ ମ୍ୟାଚ୍ ଆଜି ସିଡନୀର ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG) ରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତ ପାଇଁ ୨୩୭ ରନର ଟାର୍ଗେଟ ରଖିଛି। ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର ତୃତୀୟ ଏବଂ ଅନ୍ତିମ ମ୍ୟାଚ୍ ଆଜି ସିଡନୀର ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG) ରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତ ପାଇଁ ୨୩୭ ରନର ଟାର୍ଗେଟ ରଖିଛି। ଏହି ମ୍ୟାଚ୍‌ରେ […]

ରାଜ୍ୟ

କଳିଙ୍ଗା ଘାଟି ଭୁସ୍ଖଳନ ସ୍ଥଳରେ ପ୍ରଖର ଜଳସ୍ରୋତ, ଆଜି କାର୍ଯ୍ୟ ବନ୍ଦ

୧୨ଦିନ ହେଲା କଳିଙ୍ଗା ଘାଟିରେ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ୧୬ତାରିଖ ଦିନ ଭୁସ୍ଖଳନ ଯୋଗୁଁ ଘାଟିର ୩୦ଫୁଟ ରାସ୍ତା ସମ୍ପୂର୍ଣ୍ଣ ଧୋଇହୋଇଯାଇଥିଲା। ତା ପର ଠାରୁ ରାସ୍ତା ମରାମତି ପାଇଁ ଜତୀୟ ରାଜପଥ କର୍ତ୍ତୃପକ୍ଷ ଉଦ୍ୟମ ଚଳେଇଥିବା ବେଳେ… ଘୁ.ଉଦୟଗିରି: ୧୨ଦିନ ହେଲା କଳିଙ୍ଗା ଘାଟିରେ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ୧୬ତାରିଖ ଦିନ ଭୁସ୍ଖଳନ ଯୋଗୁଁ ଘାଟିର ୩୦ଫୁଟ ରାସ୍ତା ସମ୍ପୂର୍ଣ୍ଣ ଧୋଇହୋଇଯାଇଥିଲା। ତା ପର ଠାରୁ ରାସ୍ତା ମରାମତି ପାଇଁ ଜତୀୟ ରାଜପଥ […]

ଦେଶ ବିଦେଶ

ଟ୍ରମ୍ପଙ୍କ ସହ ବୈଠକ ବେ‌ଳେ ସୁଟ୍‌କେଶରେ ପୁଟିନ୍‌ଙ୍କ ମଳ ଧରି ପହଞ୍ଚିଥିଲେ ଅଙ୍ଗରକ୍ଷୀ !

ଟ୍ରମ୍ପଙ୍କ ସହ ବୈଠକ ବେ‌ଳେ ସୁଟ୍‌କେଶରେ ପୁଟିନ୍‌ଙ୍କ ମଳ ଧରି ପହଞ୍ଚିଥିଲେ ଅଙ୍ଗରକ୍ଷୀ । ଅନ୍ତର୍ଜାତୀୟ ରାଜନୀତିର ଚମକ ଏବଂ କ୍ୟାମେରାର ଆଲୋକ ମଧ୍ୟରେ ଏଭଳି ଅନେକ କଥା ଲୁଚି ରହିଥାଏ, ଯାହା ବିଷୟରେ ସାଧାରଣ ଲୋକ ବହୁତ କମ୍ ଜାଣନ୍ତି। ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ରାଜନୀତିର ଚମକ ଏବଂ କ୍ୟାମେରାର ଆଲୋକ ମଧ୍ୟରେ ଏଭଳି ଅନେକ କଥା ଲୁଚି ରହିଥାଏ, ଯାହା ବିଷୟରେ ସାଧାରଣ ଲୋକ ବହୁତ କମ୍ ଜାଣନ୍ତି। କିଛି ଦିନ ତଳେ ଆଲାସ୍କା ଶିଖର […]

ରାଶିଫଳ

ସେପ୍ଟେମ୍ବର ୭ରୁ ଶନି ଦେବଙ୍କ ଆଶୀର୍ବାଦରୁ ଚମକିବ ଏହି ସବୁ ରାଶିମାନଙ୍କର ଭାଗ୍ୟ, ଜାଣନ୍ତୁ କାରଣ

ନ୍ୟାୟର ଦେବତା ଶନି ଦେବ ମହାରାଜ କୁମ୍ଭ ରାଶିର ଅଧିପତି। ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ଶନିଙ୍କ ରାଶି କୁମ୍ଭରେ ହେବାକୁ ଯାଉଛି। ଶନି ଦେବ ଲୋକଙ୍କୁ ସେମାନଙ୍କ କର୍ମ ଅନୁସାରେ ଫଳ ଦିଅନ୍ତି, ସେଥିପାଇଁ ତାଙ୍କୁ କର୍ମର ଦେବତା ବୋଲି ବିବେଚନା କରାଯାଏ। ଏହି ଦିନ ଶନି ଦେବ ଅନେକ ରାଶି ଉପରେ ତାଙ୍କର ଆଶୀର୍ବାଦ ବର୍ଷିବେ।

ଖେଳ

ଆର ଅଶ୍ୱିନଙ୍କ ୱାର୍ଲଡ ରେକର୍ଡ, ୧୪୭ ବର୍ଷର ଇତିହାସରେ ଏପରି କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ ୨୦।୦୯: ରେକର୍ଡ ବ୍ରେକର ଆର ଅଶ୍ୱିନ । ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଖୁବ ଚର୍ଚ୍ଚାରେ । ପ୍ରଥମ ମ୍ୟାଚ୍‌ରେ ହିଁ କରିଛନ୍ତି ୱାର୍ଲଡ ରେକର୍ଡ । ସେ ମ୍ୟାଚ୍‌ର ପ୍ରଥମ ଦିନରେ ନିଜ ଟେଷ୍ଟ କ୍ୟାରିୟରର ଷଷ୍ଠ ଶତକ ଲଗାଇଛନ୍ତି ।  ଏହାବ୍ୟତୀତ ସେ ବର୍ତ୍ତମାନ ଯାଏଁ ଅପରାଜିତ ରହିଛନ୍ତି । ଅଶ୍ବିନୀ ବର୍ତ୍ତମାନ ରଚିଛନ୍ତି ନୂଆ ଇତିହାସ । ଯାହାକୁ ୧୪୭ ବର୍ଷରେ କେହି କରିପାରିନଥିଲେ ସେ କରି ଦେଖାଇଛନ୍ତି । ବାସ୍ତବରେ […]

ରାଜ୍ୟ

ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରାଯାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ଭିତରେ କମିସନରେଟ୍‌ ପୁଲିସ ମୂଳ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି। ଡିଜିପି ଓ୍ବାଇ.ବି.ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଚନ୍ଦକା ଥାନା ପୁଲିସ ମୂଳ ଘଟଣାକୁ ନେଇ ମାମଲା ରୁଜୁ କରିଛି। ଘଟଣା […]

ରାଜ୍ୟ

ମାଲକାନଗିରି ବିଏସଏଫ ଯବାନଙ୍କ ଦ୍ୱାରା ଲ୍ୟାଣ୍ଡ ମାଇନ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅବସ୍ଥାପିତ ବିଏସଏଫ ଯବାନଙ୍କୁ ମିଳିଛି ବଡ଼ ସଫଳତା। ଭେଜେଙ୍ଗୱାଡା ରିଜେର୍ଭ ଫରେଷ୍ଟ ଅଂଚଳରେ କୁମ୍ବିଂ କରୁଥିବା ବେଳେ ମାଓବାଦୀଙ୍କ ଦ୍ୱାରା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଖଞ୍ଜା ଯାଇଥିବା ଟିଫିନ ବୋମାକୁ ଉଦ୍ଧାର କରିଥିଲେ ବିଏସଏଫ ଯବାନ। ଏକ ଗଛ ମୂଳରେ ବୋମାକୁ ଖଞ୍ଜା ଯାଇଥିଲା।ତେବେ ଯବାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଧରଣର ଅଘଟଣକୁ ଏଡାଇ ଦିଆଯାଇପାରିଛି। ବିଏସଏଫର ବୋମା ନିଷ୍କ୍ରିୟ ଦଳକୁ ଘଟଣାସ୍ଥଳକୁ ଡକାଯାଇଥିଲା।ପରେ ଘଟଣାସ୍ଥଳରେ ହିଁ ବୋମାକୁ ନିଷ୍କ୍ରିୟ […]