ଆନ୍ଧ୍ର ପ୍ରଦେଶରେ ପ୍ରଥମ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ
ବିଶାଖାପାଟଣା: ଆଜି ଆନ୍ଧ୍ର ପ୍ରଦେଶରେ ରାଜ୍ୟର ପ୍ରଥମ ‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ର ପ୍ରଥମ ମାମଲା ଚିହ୍ନଟ ହୋଇଛି। ଆୟର୍ଲାଣ୍ଡ୍ରୁ ଫେରିଥିବା ଜଣେ ୩୪ ବର୍ଷିୟ ବ୍ୟକ୍ତିଙ୍କ ନମୁନାରେ...