ନିର୍ବାଚିତ ପ୍ରତିନିଧିଙ୍କ ଅଂଶଗ୍ରହଣ ପ୍ରସଙ୍ଗ ବିଚାରକୁ ନେବେ ସରକାର
କଟକ: ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ସ୍ଥାନୀୟ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଧିକରୁ ଅଧିକ ସାମିଲ କରିବା ପ୍ରସଙ୍ଗ ବିଚାର କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ...









