ମହାରାଷ୍ଟ୍ରର ୧୦ ମନ୍ତ୍ରୀ ଓ ୨୦ରୁ ଊର୍ଦ୍ଧ୍ବ ବିଧାୟକ କୋଭିଡ୍-୧୯ ପଜିଟିଭ୍
ନାଶିକ: ମହାରାଷ୍ଟ୍ରର ପ୍ରାୟ ୧୦ଜଣ ମନ୍ତ୍ରୀ ଏବଂ ୨୦ରୁ ଊର୍ଦ୍ଧ୍ବ ବିଧାୟକ କୋଭିଡ୍-୧୯ ପଜିଟିଭ୍ ହୋଇଥିବା କଥା ଅଜି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱର୍ କହିଛନ୍ତି। ସେ କହିଛନ୍ତି,...