ବର୍ଷକର ଶିଶୁ ପୁତ୍ର ସହ ମହିଳା ଉଦ୍ଧାର, ଅସହାୟ ଅବସ୍ଥାରେ ବୁଲୁଥିଲେ ଏଣେତେଣେ
ଜଳେଶ୍ବର ୯।୧: ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁଙ୍ଗମୁହଁ ଗ୍ରାମରୁ ଅଜଣା ଅସହାୟ ମହିଳା ସହିତ ବର୍ଷକର ଶିଶୁ ପୁତ୍ରକୁ ଉଦ୍ଧାର କଲା ବାଲିଆପାଳ ଚାଇଲ୍ଡ...