ଶାଖା ପରିଚାଳକ କରୋନା ସଂକ୍ରମିତ: ଝରିଗାଁ ଷ୍ଟେଟବ୍ୟାଙ୍କ ୪୮ ଘଣ୍ଟା ପାଇଁ ବନ୍ଦ
ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ଥିବା ଷ୍ଟେଟବ୍ୟାଙ୍କର ଶାଖା ପରିଚାଳକ ଅନିଲ ମେହେର ଆଜି କରୋନା ପଜିଟିଭ ବାହାରିବା ପରେ ୪୮ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଙ୍କ...