ଲତା ମଙ୍ଗେସ୍କର୍ଙ୍କ ବିୟୋଗରେ ୨ ଦିନ ରାଷ୍ଟ୍ରୀୟ ଶୋକ, ମୁମ୍ବାଇର ଶିବାଜୀ ପାର୍କ...
ନୂଆଦିଲ୍ଲୀ: ମହାନ୍ ଗାୟିକା ଲତା ମଙ୍ଗେସ୍କର୍ଙ୍କ ସ୍ମୃତିରେ ୨ ଦିନ ଜାତୀୟ ଶୋକ ପାଳନ କରିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ସକାଳ ୮.୧୨ରେ...