ମାଓ ଅଧ୍ୟୁଷିତ ଗାଁ ସାପମୁଣ୍ଡର କାହାଣୀ: ‘ଯବାନ ଜଗିଛନ୍ତି ବୋଲି ଶାନ୍ତିରେ ଶୋଉଛୁ’
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ମାଓପ୍ରବଣ ବ୍ଲକ୍ ଭିତରେ ରହିଛି ଖପ୍ରାଖୋଲ। ଏଠାରେ ଥିବା ଗନ୍ଧମାର୍ଦ୍ଦନ ପାହାଡ଼ରେ ବର୍ଷତମାମ ସକ୍ରିୟ ରହିଛନ୍ତି ମାଓବାଦୀ। ଗନ୍ଧମାର୍ଦ୍ଦନର ପାଦଦେଶରେ ମାଓ ଅଧ୍ୟୁଷିତ...









