ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ସିଂହଦ୍ବାର, ପଶ୍ଚିମଦ୍ବାରରୁ ଭକ୍ତଙ୍କୁ ପ୍ରବେଶ ଅନୁମତି
ପୁରୀ: ବହୁଦିନରୁ ଶ୍ରୀମନ୍ଦିରରେ ଚାରିଦ୍ବାର ଦର୍ଶନ ଦାବିପରେ ଦର୍ଶନ କଟକଣା କୋହଳ କରାଯାଇଛି। ଏଥର ଶ୍ରୀମନ୍ଦିର ସିଂହଦ୍ବାର ସହ ଭକ୍ତଙ୍କୁ ପଶ୍ଚିମଦ୍ବାରରୁ ବି ଦର୍ଶନ ପାଇଁ ପ୍ରବେଶ...