ଏମିତି ଭିକାରିମୁକ୍ତ ଆମ ରାଜଧାନୀ: ଏବେ ବି ରାସ୍ତାକଡ଼ରେ ୭ ଶହରୁ ଅଧିକ
ଭୁବନେଶ୍ବର: ରାଜଧାନୀକୁ ଭିକାରିମୁକ୍ତ କରିବାକୁ ସରକାର ଓ ବିଏମ୍ସି ପ୍ରଶାସନ ନିରନ୍ତର ପ୍ରୟାସ କରୁଛି ବୋଲି ଡିଣ୍ଡିମ ପିଟୁଛି। ଏବାବଦରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି...