ଓଡ଼ିଶା ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ, ଆତ୍ମସମର୍ପଣ କରିବାକୁ ଦମ୍ପତିଙ୍କୁ ନିର୍ଦ୍ଦେଶ
ନୂଆଦିଲ୍ଲୀ : ଏକ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ଏହି ମାମଲାରେ ୫ ବର୍ଷ ଦଣ୍ଡାଦେଶ ପରେ ଅନ୍ତରୀଣ ଜାମିନରେ ଥିବା ଦମ୍ପତି...