ଦାରିଦ୍ର୍ୟ ଓ ଅସହାୟତାର କରୁଣ ଚିତ୍ର: ସରକାର ହାତରେ ନାତୁଣୀଙ୍କୁ ଟେକିଦେଲେ ଜେଜେବାପା
ବରଗଡ଼: ଦିନ ଥିଲା ଦାରିଦ୍ର୍ୟ ପାଇଁ ଏଠି ପିଲାବିକ୍ରି ହେଉଥିଲା। ଅନାହାରରେ ଜୀବନ ଯାଉଥିଲା। ଆଜି ପ୍ରାୟତଃ ସେଭଳି ସ୍ଥିତି ନାହିଁ। ବଦଳିଛି ଓଡ଼ିଶାର ଚିତ୍ର। ଗାଁରୁ...









