ଫାଟିଲା ପାରାଦୀପ ହଳଦିଆ ପାଇପ ଲାଇନ, ଘଟଣାସ୍ଥଳରେ ତେଲର କୃତ୍ରିମ ବନ୍ୟା ପରିସ୍ଥିତି
ପାରାଦୀପ: ଫାଟିଲା ପାରାଦୀପ ହଳଦିଆ ପାଇପ ଲାଇନ। ପାଇପ୍ ଫାଟିବା ପରେ ଆଇ.ଓ.ସି.ଏଲ ଟାଉନସିପ୍ ରାସ୍ତା ପାର୍ଶ୍ଵରେ ତେଲର କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମ...