ଭିନ୍ନକ୍ଷମ ଶିଶୁକୁ ଦୁର୍ବ୍ୟବହାର ଘଟଣା; ଇଣ୍ଡିଗୋକୁ ୫ ଲକ୍ଷ ଟଙ୍କା ଫାଇନ କଲା...
ନୂଆଦିଲ୍ଲୀ: ଝାରଖଣ୍ଡ ରାଞ୍ଚି ବିମାନବନ୍ଦରରେ ଭିନ୍ନକ୍ଷମ ଶିଶୁ ଓ ପରିବାରକୁ ଦୁର୍ବ୍ୟବହାର ଅଭିଯୋଗରେ ଇଣ୍ଡିଗୋକୁ ୫ ଲକ୍ଷ ଟଙ୍କା ଫାଇନ କଲା ବେସାମରିକ ବିମାନ ଚଳାଚଳ ବିଭାଗ...