ଜାରକା ସ୍ଥିତ ଟ୍ରାନ୍ସପୋର୍ଟ କମ୍ପାନୀରେ ଆୟକର ବିଭାଗ ପକ୍ଷରୁ ଚଢାଉ
ଚଣ୍ଡିଖୋଲ ୧୬।୬: ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ କାର୍ଯ୍ୟାଳୟରେ ଆୟକର ଚଢାଉ । ଯାଜପୁର ଜିଲ୍ଳା ଜାରକା ପଣ୍ଡୁଆ ଶିଳ୍ପାଞ୍ଚଳରେ ଥିବା ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ କାର୍ଯ୍ୟାଳୟରେ...