ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ; ଛାତ୍ରୀଙ୍କୁ ଚୁମ୍ୱନ ଦେବାକୁ ବାଧ୍ୟ କରୁଛନ୍ତି ଶିକ୍ଷକ
ହାଟଡିହି ୧୯/୦୭: ଗୁରୁ ଶିଷ୍ୟ ପରମ୍ପରାରେ ଲାଗିଛି କଳଙ୍କ। ଅନେକ ଜାଗାରେ ଶିକ୍ଷକମାନେ ଛାତ୍ରୀଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ଏପରି ଜଣେ ଦୁଇଜଣ ଶିକ୍ଷକଙ୍କ...