କାବୁଲ୍ ବିସ୍ଫୋରଣରେ ୮ ମୃତ; ବିସ୍ଫୋରଣ ପାଇଁ ଦାୟୀ ବୋଲି କହିଲା ‘ଆଇଏସ୍’
କାବୁଲ: ଶୁକ୍ରବାର ଦିନ ଆଫଗାନିସ୍ତାନର ପଶ୍ଚିମ କାବୁଲ୍ ଅନ୍ତର୍ଗତ ଏକ ଆବାସିକ ଅଞ୍ଚଳରେ ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୧୮ଜଣ ଆହତ...