Mirzapur-3: ସାମ୍ନାକୁ ଆସିଲା ‘ଗୁଡ୍ଡୁ ଭେୟା’ଙ୍କ ଭୟଙ୍କର ଲୁକ୍, ଫ୍ୟାନ୍ସ ଉତ୍ସାହିତ
ମୁମ୍ଵାଇ ୧୮।୦୮: ଦେଶରେ ସମସ୍ତଙ୍କ ପ୍ରିୟ ୱେବ୍ ସିରିଜ୍ ମଧ୍ୟରୁ ଗୋଟିଏ ହେଉଛି ‘ମିର୍ଜାପୁର’ । ଏହାର ତୃତୀୟ ସିଜିନକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଏବେ...