ସମ୍ବଲପୁରରେ ଏଥର ମହାଲଢ଼େଇ: ଧର୍ମେନ୍ଦ୍ରଙ୍କ ପରେ ମଇଦାନକୁ ଓହ୍ଲାଇଲେ ପ୍ରଣବ
ସମ୍ବଲପୁର: ସମ୍ବଲପୁର ଲୋକସଭା ନିର୍ବାଚନରେ ଏଥର ବିଜେଡି ଓ ବିଜେପି ମଧ୍ୟରେ ହେବ ମହାଲଢ଼େଇ । ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡିରୁ ଦଳର ସାଙ୍ଗଠନିକ...









