କୋଭିଡ୍ ରିପୋର୍ଟ କେଳେଙ୍କାରୀ: ଖୋଜିଖୋଜି ମିଳୁନାହାନ୍ତି ସଂକ୍ରମିତ
କଟକ : କୋଭିଡ୍ ପରୀକ୍ଷା ନାଁରେ ଚାଲିଥିବା ସାଂଘାତିକ କେଳେଙ୍କାରୀର ଗୁମର ଫିଟୁଛି। ବାସ୍ତବରେ ରୋଗୀ ନଥାଇ ମିଛ ଲୋକଙ୍କ ନାମରେ ରିପୋର୍ଟ ପ୍ରସ୍ତୁତ କରି ସଂକ୍ରମିତଙ୍କ...