ପ୍ରଧାନ ଶିକ୍ଷକଙ୍କ ବଦଳିକୁ ବିରୋଧ, ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ
ଯାଜପୁର ୩୦/୦୯: ପ୍ରଧାନ ଶିକ୍ଷକଙ୍କ ବଦଳିକୁ ନେଇ ରାଜରାସ୍ତାରେ ବିକ୍ଷୋଭ । ପ୍ରତିବାଦରେ ରାସ୍ତାକୁ ଓଲ୍ହାଇଲେ ଛାତ୍ର ଛାତ୍ରୀ ଓ ଅଭିଭାବକ । ଯାଜପୁର ଜିଲ୍ଲା ନନ୍ଦୀପୁର...