NewsLaxmi7

About Author

13559

Articles Published
ଦେଶ ବିଦେଶ ମନୋରଞ୍ଜନ

ହଲିଉଡ୍‌ର ବିଗ୍‌ ବଜେଟ୍‌ ୱେବ୍‌ ସିରିଜ୍‌ରେ ଏଣ୍ଟ୍ରି କଲେ ଶ୍ରୁତି, ଏହି ଚରିତ୍ରରେ...

ମୁମ୍ଵାଇ ୦୧।୧୦: ଅଭିନେତ୍ରୀ ତଥା ଗାୟକ ଶ୍ରୁତି ହାସନ ଅନ୍ତର୍ଜାତୀୟ ଅଡିଓ ଡ୍ରାମା “ସ୍ୟାଣ୍ଡମ୍ୟାନ୍: ଆକ୍ଟ ଥାର୍ଡ” ରେ ତାଙ୍କ ସ୍ୱର ସହିତ ଆଉ ଏକ ମାଇଲଖୁଣ୍ଟ...
ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ବାରଣ୍ଡା ଓ ସାଇକେଲ ଷ୍ଟାଣ୍ଡରେ ଚାଲିଛି ପାଠ...

ବାଲିଗୁଡା ୦୧/୧୦: ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ ଏବଂ ସାର୍ବଜନିନ ସ୍ମାର୍ଟ କରିବା ପାଇଁ ସରକାର ବିଭିନ୍ନ ବିଦ୍ୟାଳୟକୁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି । କିନ୍ତୁ କନ୍ଧମାଳ...
ଦେଶ ବିଦେଶ ମନୋରଞ୍ଜନ

ରିଲ୍‌ ଲାଇଫ୍‌ର ରାମଙ୍କୁ ଦେଖି ଭାବପ୍ରବଣ ହୋଇଗଲେ ଫ୍ୟାନ୍ସ, ଏୟାରପୋର୍ଟରେ ମାରିଲେ ମୁଣ୍ଡିଆ

ମୁମ୍ଵାଇ ୦୧।୧୦: ରାମାୟଣରେ ଭଗବାନ ଶ୍ରୀ ରାମ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲ। ଆଜି ବି ତାଙ୍କ ପ୍ରସଂଶକଙ୍କ ମଧ୍ୟ ଶ୍ରୀ ରାମ ଅଟନ୍ତି।...
ଦେଶ ବିଦେଶ ମନୋରଞ୍ଜନ

ହାଉସ୍‌ଫୁଲ୍‌ ହେଲା ଥିଏଟର, ଧମାକାଦାର ଓପନିଂ କଲା ‘ବିକ୍ରମ ବେଧା’

ମୁମ୍ଵାଇ ୦୧।୧୦: ପ୍ରଥମ ଦିନରେ ହିଁ ଥିଏଟରରେ ଧମାଲ୍‌ କଲା ‘ବିକ୍ରମ ବେଧା’ । ଆଶା କରାଯାଉଥିବା ପରି ସୈଫ ଅଲି ଖାନ ଏବଂ ହ୍ରିତିକ ରୋଶନ...
ଦେଶ ବିଦେଶ ମନୋରଞ୍ଜନ

ଶେଷ ହେଲା ‘କ୍ରିମିନାଲ ଜଷ୍ଟିସ୍‌’ ସସ୍‌ପେନ୍ସ, ସାମ୍ନାକୁ ଆସିଲା କିଲରର ଚେହେରା

ମୁମ୍ଵାଇ ୦୧।୧୦: ଡିଜନି ପ୍ଲସ୍ ହଟଷ୍ଟାରର ୱେବ୍ ସିରିଜ୍ ‘କ୍ରିମିନାଲ ଜଷ୍ଟିସ୍: ଅଧୁରା ସଚ୍‌ ଷ୍ଟ୍ରିମ୍ ହୋଇ ସାରିଛି । ଏପର୍ଯ୍ୟନ୍ତ ଶୋ’ର ୬ଟି ଏପିସୋଡ୍ ଦେଖାଯାଇଛି।...
ଦେଶ ବିଦେଶ ମନୋରଞ୍ଜନ

ରାଜନୀତି ଦୁନିଆରେ ଏଣ୍ଟ୍ରି କରିବେ କଙ୍ଗନା ! ମହାରାଷ୍ଟ୍ର ସିଏମ୍‌ଙ୍କ ସହ କରିବେ...

ନୂଆଦିଲ୍ଲୀ ୦୧।୧୦: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଖୁବ୍ ଶୀଘ୍ର ମହାରାଷ୍ଟ୍ରର ସିଏମ୍ ଏକନାଥ ସିନ୍ଦେଙ୍କୁ ଭେଟିବାକୁ ଯାଉଛନ୍ତି। ଗତ କିଛି ଦିନ ହେବ ସାମ୍ନାକୁ ଆସୁଥିବା...
ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬...

ଭୁବନେଶ୍ୱର ୦୧।୧୦: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ...
ଅପରାଧ ରାଜ୍ୟ

ପ୍ରଥମ ଘଟଣା: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ

ସାନଖେମୁଣ୍ଡି ୦୧/୧୦: ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ପୋଲିସ ୧୧ ମାମଲାରେ ଜବତ ଗଞ୍ଜେଇକୁ ପୋଡ଼ି ନଷ୍ଟ କଲା । ଜିଲ୍ଲା କୋର୍ଟର ନିର୍ଦ୍ଦେଶକ୍ରମେ ପାଟପୁର ଥାନା...
ଦେଶ ବିଦେଶ ମନୋରଞ୍ଜନ

Vikram Vedha: ଚଳିତ ବର୍ଷ ଟପ୍‌ ଓପନରର ରେକର୍ଡ ଭାଙ୍ଗିବ ଏହି ଫିଲ୍ମ...

ମୁମ୍ଵାଇ ୩୦।୦୯: ହ୍ରିତିକ ରୋଶନ ଏବଂ ସୈଫ ଅଲି ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ବିକ୍ରମ ବେଧା ରିଲିଜକୁ ନେଇ ସିନେ ପ୍ରେମୀ ଖୁବ୍‌ ଉତ୍ସାହିତ। ଚଳଚ୍ଚିତ୍ରର...
ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ପ୍ରାଇଭେଟ୍‌ ଆଇଲାଣ୍ଡ କିଣିଲେ ଗାୟକ ମିକା ସିଂ, ଫ୍ୟାନ୍ସ କହିଲେ-ସିଂ ଇଜ୍‌ କିଙ୍ଗ୍

ମୁମ୍ଵାଇ ୩୦।୦୯: ବଲିଉଡର ଜଣାଶୁଣା ଗାୟକ ମିକା ସିଂ। ନିକଟରେ ସେ ଏକ ଦ୍ୱୀପରେ ତାଙ୍କର ବୋଟ୍ ଚଳାଉଥିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ...