ନାଟୋ ଦେଶ ସୀମାରେ ପଡ଼ିଲା ଋଷ୍ ମିସାଇଲ, ୨ଜଣଙ୍କ ମୃତ୍ୟୁ, ପ୍ରଧାନମନ୍ତ୍ରୀ ଡାକିଲେ...
ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ପୁଣି ମିସାଇଲ ମାଡ଼ କରିଛି ଋଷ୍ । ୟୁକ୍ରେନର କୀବ୍, ଖାରକୀବ୍, ଖାରସେନ, ଓଡ଼େସା ପ୍ରାନ୍ତରେ ଉପରେ ହମଲା ହୋଇଛି। ଋଷ୍ର ବାଲାଷ୍ଟିକ୍...









