ଓଡ଼ିଶା ଉପରେ ଲଘୁଚାପର ବଡ଼ ପ୍ରଭାବ ନାହିଁ: ଆଇଏମ୍ଡି
ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଆଣ୍ଡାମାନସାଗର ଅଞ୍ଚଳରେ ଗତକାଲିଠାରୁ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଉତ୍ତର ତାମିଲନାଡ଼ୁ, ଦକ୍ଷିଣ ଆନ୍ଧ୍ର, ପୁଡ଼ୁଚେରି...









