ମାଓବାଦୀଙ୍କ ମାରଣାସ୍ତ୍ର, ବିସ୍ଫୋରକ ଜବତ: ୭୫ପ୍ରକାର ସାମଗ୍ରୀ ଜବତ
ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ସୁରକ୍ଷା କର୍ମୀଙ୍କ ଉପରେ ହମ୍ଲା କରିବାକୁ ମାଓବାଦୀ ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିସ୍ଫୋରକ ସହ...









