ତାଳଚେର ମେଡିକାଲ କଲେଜ ଏବେ ନୁହେଁ! ଆରମ୍ଭ ହେବାକୁ ଲାଗିବ ଆଉ ୩...
ଅନୁଗୁଳ : ତାଳଚେରରେ ନିର୍ମାଣ ହୋଇଥିବା ମହାନଦୀ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ମିମ୍ସାର)ରେ ନାମଲେଖା ନିକଟ ଭବିଷ୍ୟତରେ ହେବାର ସମ୍ଭାବନା ନାହିଁ। ଆଠମଲ୍ଲିକ...









