ମାଫିଆଙ୍କ କବ୍ଜାରେ ଆରୁହା ପାହାଡ଼: ଦୈନିକ ୧୦ହଜାର ଟନ୍ ପଥର ଚୋରାଚାଲାଣ
ଯାଜପୁର: ଯାଜପୁରର ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ ଏବେ ମାଫିଆଙ୍କ କବ୍ଜାରେ। ଏଠାରୁ ଦୈନିକ ୧୦ହଜାର ଟନ୍ କଳାପଥର ଚୋରାଚାଲାଣ ହେଉଥିବା ଆକଳନ କରାଯାଇଛି। ନିର୍ବାଚନ...








