ନେତାଙ୍କ ଅଡ଼ୁଆ ବଢ଼ିଲା: କୋର୍ଟରେ ବୟାନ ରେକର୍ଡ ପୂର୍ବରୁ ଏଭଳି ଘଟଣା ସନ୍ଦେହଜନକ
ଭବାନୀପାଟଣା: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଆଜି ଗୋବିନ୍ଦ ସାହୁ ଜେଲ୍ରେ ଆତ୍ମହତ୍ୟା...









