ପ୍ରତିବାଦକାରୀ କଶ୍ମୀରୀ ପଣ୍ଡିତଙ୍କୁ ଉପରାଜ୍ୟପାଳଙ୍କ କଡ଼ା ଚେତାବନୀ: ଘରେ ବସିଲେ ଦରମା ନାହିଁ
ଜମ୍ମୁ: ଯେଉଁମାନେ ଘରେ ବସୁଛନ୍ତି, ସେମାନଙ୍କୁ ଦରମା ମିଳିବ ନାହିଁ ବୋଲି ଉତ୍ତମ ନିରାପତ୍ତା ଓ କଶ୍ମୀର ବାହାରକୁ ସ୍ଥାନାନ୍ତରଣ ଦାବି କରି ପ୍ରତିବାଦ ଚଳାଇଥିବା ଶହ...









