NewsLaxmi7

About Author

13559

Articles Published
ଅପରାଧ ଦେଶ ବିଦେଶ

ରାଜସ୍ଥାନର ପାଲୀରେ ସୂର୍ଯ୍ୟନଗରୀ ଏକ୍ସପ୍ରେସ୍‌ର ୮ ବଗି ଧାରଣାଚ୍ୟୁତ; ୧୦ ଆହତ

ପାଲୀ: ଗତ ପାହାନ୍ତା ପୂର୍ବରୁ ରାଜସ୍ଥାନରେ ଗୋଟାଏ ଟ୍ରେନ୍‌ ଧାରଣାଚ୍ୟୁତ ହେବାରୁ ପ୍ରାୟ ୧୦ଜଣ ଯାତ୍ରୀ ଆହତ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ପ୍ରାପ୍ତ ସୂଚନା...
ଅପରାଧ ରାଜ୍ୟ

‘ଜିରୋ ନାଇଟ୍’ ସଉକ! ଟଙ୍କା ନଦେବାରୁ ପତ୍ନୀକୁ ହତ୍ୟା

ଗଞ୍ଜାମ : ନୂଆବର୍ଷ ପୂର୍ବରାତିରେ ଜଣେ ମଦ୍ୟମ ସ୍ବାମୀର ‘ଜିରୋନାଇଟ୍‌’ ସଉକ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ‘ଜିରୋନାଇଟ୍‌’କୁ ଯିବା ଏବଂ ଭୋଜିଭାତ ପାଇଁ ଟଙ୍କା ନଦେବାରୁ...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିରରେ ଲାଗୁ ହେଲା ମୋବାଇଲ୍‌ କଟକଣା

ପୁରୀ : ପୂର୍ବଘୋଷଣା ମତେ ଶ୍ରୀମନ୍ଦିରରେ ରବିବାରଠାରୁ ଶ୍ରୀମନ୍ଦିର ସେବାୟତ, ଅଧିକାରୀ ଓ କର୍ମଚାରୀଙ୍କ କ୍ଷେତ୍ରରେ ସ୍ମାର୍ଟଫୋନ୍‌ ନେବା ଉପରେ କଟକଣା ଲାଗୁ କରାଯାଇଛି। ଯେଉଁ ସେବାୟତମାନେ...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଲଣ୍ଡା ପାହାଡ଼ ହେଲା ସବୁଜ ସୁନ୍ଦର

ବ୍ରହ୍ମପୁର : ଗିରିସୋଲା ନିକଟରେ ଥିବା ଏକ ଲଣ୍ଡା ପାହାଡ଼ରେ ମଞ୍ଜି ଓ ସିଡ୍‌ବଲ୍‌ ବିଞ୍ଚିବା ଫଳରେ ବିଭିନ୍ନ କିସମର ଫଳ ଗଛ ବଢ଼ିଛି। ଏହି ଲଣ୍ଡାପାହାଡ଼...
ଅପରାଧ ଦେଶ ବିଦେଶ

ନୂଆବର୍ଷ ପୂର୍ବ ସନ୍ଧ୍ୟାରେ କିବ୍‌ରେ ପ୍ରଚଣ୍ଡ ଆକ୍ରମଣ

କିବ୍‌: ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ୟୁକ୍ରେନ୍‌ର ରାଜଧାନୀ କିବ୍‌ରେ ରୁଷ୍‌ ପ୍ରଚଣ୍ଡ ଆକ୍ରମଣ କରିଛି। କେନ୍ଦ୍ରୀୟ କିବ୍‌କୁ ଟାର୍ଗେଟ୍‌ କରି ୧୦ଟି କ୍ଷେପଣାସ୍ତ୍ର ମାଡ଼ ହୋଇଥିବାରୁ ବ୍ୟାପକ...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଇଣ୍ଟରନେଟ୍‌ରେ ଅଙ୍କୁଶ ରହୁ

@PoonamPanditIND ନାମ୍ନୀ ଜଣେ ଅଭିନେତ୍ରୀଙ୍କ ଏହି ଫଟୋଟିକୁ ପୋଷ୍ଟ କରି କ୍ବାମର ନାମକ ଜଣେ ମୁସଲମାନ ବ୍ୟକ୍ତି ‘ୟେ ପୁନମ ପଣ୍ଡିତ ‌ହୈ ନା?’ ବୋଲି ପ୍ରଶ୍ନ...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସୁନକଙ୍କ ସ୍ଥିତି ଭଲ ନାହିଁ!

ଯାହା ଜଣାପଡ଼ୁଛି, ଆଜି ଭୋଟ୍ ହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ(@RishiSunak)ଙ୍କ ସରକାର କ୍ଷମତାକୁ ଫେରିବା ଆଶା କ୍ଷୀଣ। ଟ୍ବିଟର୍‌ରେ ନୂଆବର୍ଷ ପାଇଁ ସୁନକଙ୍କ ଭିଡିଓ ବାର୍ତ୍ତାକୁ...
ରାଜ୍ୟ ସ୍ପେଶାଲ ରିପୋର୍ଟ

କାହା ପାଇଁ କେମିତି ରହିବ ନୂଆବର୍ଷ

କଟକ: ନୂଆବର୍ଷ ୨୦୨୩ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ତଥା ବ୍ୟସ୍ତବହୁଳ ରହିବ। ବିରୋଧୀମାନେ ବିବାଦ ମଧ୍ୟକୁ ଟାଣି ଅସୁବିଧାରେ ପକାଇବାକୁ ସଫଳ ହେବାର ଯୋଗ...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନୂଆବର୍ଷରେ ଦିଲ୍ଲୀରେ ଭୂମିକମ୍ପ

ନୂଆଦିଲ୍ଲୀ : ଜିରୋ ନାଇଟ୍ ପାଳନରେ ଦେଶରେ ଲୋକମାନେ ବ୍ୟସ୍ତ ଥିବାବେଳେ ନୂଆବର୍ଷର ପ୍ରଥମ ଦିନରେ ଦିଲ୍ଲୀ ଏବଂ ଏହାର ଆଖାପାଖ ଅଞ୍ଚଳରେ ଭୂମିକମ୍ପ ହୋଇଛି। ଶନିବାର...
ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କୋଭିଡ୍‌କୁ ଭୟ କରନି, ସତର୍କ ରୁହ

ଭୁବନେଶ୍ବର : ରାଜ୍ୟରେ ଗତ ନଭେମ୍ବର ମାସରୁ ଆଜି ପର୍ଯ୍ୟନ୍ତ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଅଧିକାଂଶ ଦିନ ଏକ ଅଙ୍କରେ ରହୁଛି। ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା...