ସାହିତ୍ୟ ଅକାଦେମିର ସାଧାରଣ ପରିଷଦ ପୁନର୍ଗଠିତ: ଓଡ଼ିଶାରୁ ଅନ୍ତର୍ଯ୍ୟାମୀ, ବିଜୟ ଏବଂ ଗୌରହରି
ଭୁବନେଶ୍ବର : ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ବୈଠକରେ ସାହିତ୍ୟ ଅକାଦେମିର ସାଧାରଣ ପରିଷଦ ପୁନର୍ଗଠିତ ହୋଇଛି। ଏଥିରେ ସମଗ୍ର ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୯୮...









