ତୁମେ କିଛି ଭଲ କରିନ, ଏକାକୀ ବାହାରକୁ ବାହାରନି: ‘ଦି କେରଳ ଷ୍ଟୋରୀ’...
ନୂଆଦିଲ୍ଳୀ: ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବଲିଉଡ ଫିଲ୍ମ ‘ଦି କେରଳ ଷ୍ଟୋରୀ’କୁ ନେଇ ଅନେକ ସ୍ଥାନରେ ବିବାଦ ଦେଖା ଦେଇଛି। ସୁପ୍ରିମକୋର୍ଟଙ୍କ ପରେ ଗୁରୁବାର ଏହି...









