କୋଟପାଡ଼ରେ ପ୍ରାକ୍ ନିର୍ବାଚନୀ ହାୱା: ତିନି ପ୍ରମୁଖ ଦଳ ଉପରେ ଭୋଟରଙ୍କ ଆଖି
କୋରାପୁଟ/କୋଟପାଡ଼ : ୨୦୨୪ ନିର୍ବାଚନ ପାଖେଇ ଆସୁଥିବାରୁ କୋଟପାଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରସ୍ତୁତି ଜୋର ଧରିଲାଣି। ଭୋଟରଙ୍କୁ ନିଜ ଆଡକୁ...









