ମଣିପୁରରେ ୯ଟି ଶାନ୍ତି ବୈଠକ କଲେ ଶାହ: ୪ ହଜାରରୁ ଅଧିକ ବନ୍ଧୁକ...
ନୂଆଦିଲ୍ଲୀ ମଣିପୁରରେ ଅଶାନ୍ତ ସ୍ଥିତି ଲାଗି ରହିଛି। ବିଭିନ୍ନ ଅଞ୍ଚଳରେ ଲୁଟ୍ ଏବଂ ପୋଡ଼ାଜଳା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ରାଜ୍ୟର ବିଭିନ୍ନ ଥାନା, ଅସ୍ତ୍ରାଗାର...









