ଯାଜପୁର ଟ୍ରେନ୍ ଦୁର୍ଘଟଣା: ବନ୍ଦାଳରେ ଚୁଲି ବଦଳରେ ଜଳିଲା ଜୁଇ
ଯାଜପୁର/ପାଣିକୋଇଲି/ବୈତରଣୀରୋଡ଼ : ଜୀବିକା ପାଇଁ ଆସି ୬ଜଣ ଶ୍ରମିକଙ୍କ ଜୀବନ ଚାଲିଗଲା। ଯାଜପୁରରୋଡ଼ ଷ୍ଟେସନ ନିକଟ ଚୂନଭାଟି ପ୍ଲଟ୍ ନିକଟରେ କାଳବୈଶାଖୀରେ ପରିତ୍ୟକ୍ତ ବଗି ଅଚାନକ ମାଡ଼ି...









