ଜନ୍ମବେଦିରେ ଚତୁର୍ଦ୍ଧା ବିଗ୍ରହ; ଆଜିଠୁ ମିଳିବ ଆଡ଼ପ ଦର୍ଶନ, ଆଡପ ଅବଢ଼ା
ପୁରୀ : ରତ୍ନବେଦି ଛାଡ଼ି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ଚତୁର୍ଦ୍ଧା ବିଗ୍ରହ ବଡ଼ଦାଣ୍ଡରେ ଦୁଇଦିନର ଲୀଳାଖେଳ ସାରି ଆଜି ଜନ୍ମବେଦି(ଆଡ଼ପମଣ୍ଡପ)କୁ ବିଜେ କରିଛନ୍ତି। ବୁଧବାରଠାରୁ ଶ୍ରୀଗୁଣ୍ଡିଚା...









