ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଏ ଯାଏ ଜିତିନି ବିଜେପି; ପ୍ରତିଥର ବଦଳୁଛନ୍ତି ପ୍ରାର୍ଥୀ,...
ବ୍ରହ୍ମପୁର : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାକୁ ସ୍ବତନ୍ତ୍ର ଫୋକସ୍ କରିଛି ବିଜେପି। ଏଥିପାଇଁ କେନ୍ଦ୍ରୀୟ ନେତା ବାରମ୍ବାର ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି।...









