ଲୋପ ପାଇଯିବ ଓଡ଼ିଶା ପୁଲିସର ଐତିହାସିକ ହୋମର୍ ପାରା: ୧୯୪୬ରେ ପୁଲିସ ବାର୍ତ୍ତାବହ...
କଟକ: ଓଡ଼ିଶା ପୁଲିସ ଗଠନ ହେବା ସମୟରେ ୧୯୪୬ରେ ଦୂରଦୂରାନ୍ତକୁ ବାର୍ତ୍ତା ପ୍ରେରଣ ପାଇଁ ବିଭାଗରେ ସ୍ବତନ୍ତ୍ର ଭାବେ ସାମିଲ କରାଯାଇଥିଲା ହୋମର୍ ପ୍ରଜାତିର ତାଲିମପ୍ରାପ୍ତ ପାରାଙ୍କୁ।...









