ପିଜିଆଇ ଜିଲ୍ଲାସ୍ତରୀୟ ରିପୋର୍ଟ: ଡିଜିଟାଲ ଶିକ୍ଷାରେ ଓଡ଼ିଶା ଦୁର୍ବଳ
ଭୁବନେଶ୍ବର : କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଦୁଇଦିନ ତଳେ ପ୍ରକାଶିତ ପ୍ରଦର୍ଶନ ମାନକ ସୂଚକାଙ୍କ(ପିଜିଆଇ)ରେ ଓଡ଼ିଶାର ନୈରାଶ୍ୟଜନକ...









