ଅନିଶ୍ଚିତତାରେ ଝାରସୁଗୁଡ଼ା ବିମାନବନ୍ଦର ଭବିଷ୍ୟତ, କ୍ଷତି ସହୁଛନ୍ତି ଏୟାରଲାଇନ୍ସ କମ୍ପାନି
ଝାରସୁଗୁଡା : ଝାରସୁଗୁଡ଼ାସ୍ଥିତ ଭିଏସ୍ଏସ୍ ବିମାନ ବନ୍ଦରର ଭବିଷ୍ୟତ ଅନିଶ୍ଚିତତା ଦେଇ ଗତିକରୁଛି। ବିମାନରେ ଯାତ୍ରା ପାଇଁ ଲୋକଙ୍କ ଆଗ୍ରହ ହ୍ରାସ ପାଉଥିବାରୁ କ୍ଷତିରେ ଚାଲିଛନ୍ତି ଏୟାରଲାଇନ୍ସ...









