ଚିନ୍ତା ବଢ଼ାଇଲାଣି ଜଳବାୟୁ ପରିବର୍ତ୍ତନ: ସୁବର୍ଣ୍ଣରେଖା ଶୁଖିଲା, ଦାଉ ସାଧୁଛନ୍ତି ବାଲି ମାଫିଆ
ଜଳେଶ୍ୱର : ଗୋଟିଏପଟେ ମଣିଷ ପ୍ରକୃତି ସହ ଖେଳୁଛି। ଅନ୍ୟପଟେ ଜଳବାୟୁ ପରିବର୍ତ୍ତନର ମଧ୍ୟ ପ୍ରଭାବ ପଡ଼ୁଛି। ଏପରି ସମୟରେ ପ୍ରାକୃତିକ ଉତ୍ସଗୁଡ଼ିକ ସତ୍ତା ହରାଇବାରେ ଲାଗିଛନ୍ତି।...









