ଓଏସ୍ଏସ୍ସି ମାମଲା: ପ୍ରିଣ୍ଟିଂ ପ୍ରେସ୍ରୁ ପ୍ରଶ୍ନପତ୍ର ଲିକ୍
ବାଲେଶ୍ବର : ପୂରା ଯୋଜନାବଦ୍ଧ ଭାବେ ଚାଲିଥିଲା ପ୍ରଶ୍ନପତ୍ର ଦଲାଲି ରାକେଟ୍। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ୍ (ଓଏସ୍ଏସ୍ସି) ଦ୍ବାରା ପରିଚାଳିତ କନିଷ୍ଠ ଯନ୍ତ୍ରୀ (ସିଭିଲ) ମେନ୍...









