NewsLaxmi7

About Author

13559

Articles Published
ରାଜ୍ୟ

ସମସ୍ତ ଆର୍‌ଟିଓଙ୍କୁ ଚିଠି ଲେଖି‌ଲେ ପରିବହନ କମିସନର: ବସ୍ ଭିତରକୁ ପ୍ରଥମ ଯାତ୍ରୀ...

କଟକ : ଜଣେ ସଚେତନ ନାଗରିକଙ୍କ ପିଟିସନ୍ ବା ଅଭିଯୋଗ ଆଜି ସମଗ୍ର ରାଜ୍ୟରେ ମହିଳା ଯାତ୍ରୀମାନଙ୍କ ସମ୍ମାନ କ୍ଷେତ୍ର‌ରେ ଏକ ବଡ ସଂସ୍କାର ଆଣିଛି। ପିଟିସନକୁ...
ଦେଶ ବିଦେଶ

ଡିନାମାଇଟ୍‌ ଲଗାଇ ଘଡ଼ିଆଳ ହତ୍ୟା!

ଅନୁଗୁଳ : ବିଲୁପ୍ତ ପ୍ରାୟ ଘଡ଼ିଆଳ ପ୍ରଜାତିର ଏକ ମାଈ କୁମ୍ଭୀରକୁ ସାତକୋଶିଆ ମହାନଦୀ ଗଣ୍ଡରେ ହତ୍ୟା କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ମଝିପଡ଼ା ନାଳରେ କୁମ୍ଭୀରର ମୃତଦେହ...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜଳବାୟୁ ପରିବର୍ତ୍ତନର ଭୀଷଣ ରୂପ ‘ଗ୍ଲୋବାଲ ବଏଲିଂ’: ଜୀବାଶ୍ମ ଇନ୍ଧନ ବଢ଼ାଉଛି ଗ୍ରୀଷ୍ମଲହରି...

ପ୍ୟାରିସ୍‌: ବିଶ୍ବରେ ପାରଦ ଉପରକୁ ଚଢ଼ିବାରେ ଲାଗିଛି। ପ୍ରତିଦିନ ଏବଂ ପ୍ରତିମାସରେ ବିଶ୍ବ ତାପମାତ୍ରା ନୂଆ ନୂଆ ରେକର୍ଡ କରୁଛି। ବିଶ୍ବ ତାପନ ବା ଗ୍ଲୋବାଲ ୱାର୍ମିଂର...
ରାଜ୍ୟ

ଟିଭି, ଫ୍ରିଜ୍‌ ପ‌ରେ କମ୍ପ୍ୟୁଟର, ପ୍ରିଣ୍ଟର କିଣାରେ ଦୁର୍ନୀତି: ନାମୀ କମ୍ପାନିର ମନିଟର;...

କଟକ : ସରକାରୀ ଅଫିସ୍‌ ଆସବାବପତ୍ର କିଣା ପାଇଁ ବ୍ୟବହୃତ ଜିଇଏମ୍‌ ପୋର୍ଟାଲକୁ ଆଳ କରି କିଛି ଅଧିକାରୀ ଆଖିବୁଜା ଦୁର୍ନୀତି କରୁଛନ୍ତି। ସମାନ ଦ୍ରବ୍ୟକୁ ବଜାର...
ଅପରାଧ ରାଜ୍ୟ

ବିଜେଡି ସମର୍ଥକଙ୍କ ଆକ୍ରମଣରେ ୨ସାମ୍ବାଦିକ ଆହତ

ଯାଜପୁର : ଶୁକ୍ରବାର ରାତିରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଅନ୍ତର୍ଗତ ମଙ୍ଗଳପୁର ଥାନା ନିକଟ ପୋଷ୍ଟ ଅଫିସ ଛକରେ ବିଜେଡି ସମର୍ଥକଙ୍କ ଅତର୍କିତ ଆକ୍ରମଣରେ ୨ଜଣ...
ଦେଶ ବିଦେଶ

ମହାରାଷ୍ଟ୍ରର ବୁଲ୍‌ଢ଼ାଣା ଜିଲ୍ଲାରେ ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା: ୬ ମୃତ,...

ବୁଲ୍‌ଢ଼ାଣା: ଗତରାତିରେ ମହାରାଷ୍ଟ୍ରର ବୁଲ୍‌ଢାଣା ଜିଲ୍ଲା ଅନ୍ତର୍ଗତ ୬ ନମ୍ବର ଜାତୀୟ ରାଜପଥରେ ଦୁଇଟି ସୌଖୀନ ପର୍ଯ୍ୟଟକ ବସ୍‌ ପରସ୍ପର ସହିତ ଧକ୍କା ଖାଇବାରୁ ୨ଜଣ ମହିଳାଙ୍କ...
ଅପରାଧ ରାଜ୍ୟ

ମାରପିଟ୍ ସହ ଗାଳିଗୁଲଜ ଅଭିଯୋଗ: ବିଧାୟିକାଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼ : ପାଇକମାଳ ବ୍ଲକ୍‌ କାର୍ଯ୍ୟାଳୟରେ ମାରପିଟ୍ ସହ ଗାଳିଗୁଲଜ ଅଭିଯୋଗରେ ପାଇକମାଳ ଥାନାରେ ପଦମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ସହ ଅନ୍ୟମାନଙ୍କ ବିରୋଧରେ ମାମଲା...
ରାଜ୍ୟ

ଓଲିଉଡ୍‌ ଅଭିନେତ୍ରୀଙ୍କୁ ବ୍ଲାକ୍‌ମେଲ୍‌! ଅଦାଲତଙ୍କ ନିର୍ଦ୍ଦେଶ ପରେ ଥାନାରେ ମାମଲା

ଭୁବନେଶ୍ବର : ଓଲିଉଡ୍‌ରେ ପୁଣି ଅଭିନେତ୍ରୀଙ୍କୁ ବ୍ଲାକ୍‌ମେଲ୍‌। ଜଣେ ଆଗଧାଡ଼ିର ଅଭିନେତ୍ରୀଙ୍କ ଫଟୋ ଓ ଭିଡିଓ ଭାଇରାଲ୍‌ କରିବା ଧମକ ସହ ମାନସିକ ନିର୍ଯାତନା। ଜଣେ ଯୁବ...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସ୍ବୀକାର କଲେ ବାଇଡେନ୍‌: ବୋହୂ ନୁହେଁ ଅନ୍ୟ ଜଣେ ମହିଳାଙ୍କ ଗର୍ଭରୁ ଜନ୍ମ...

ୱାସିଂଟନ୍‌: ପୁଅ ହଣ୍ଟର୍‌ର ୪ ବର୍ଷୀୟ ଝିଅ (ବାଇଡେନ୍‌ଙ୍କ ନାତୁଣୀ) ତାଙ୍କର ବୋହୂ ନୁହେଁ ଲ‌ୁଡେନ୍‌ ରବର୍ଟସ୍‌ ନାମ୍ନୀ ଆର୍କାନ୍‌ସାସ୍‌ର ଜଣେ ମହିଳାଙ୍କ ଗର୍ଭରୁ ୨୦୧୮ରେ ଜନ୍ମ...
ରାଜ୍ୟ

ନାଁ ଅଛି, ଗାଁ ନାହିଁ: ପଟିଆ ରାଜାଙ୍କ ସମରଗଡ଼ ଏବେ ସମେଇଗାଡ଼ିଆ

ଗଙ୍ଗୁଆ ନାଳ ତଥା କୁଆଖାଇ ନଦୀ କଡ଼ରେ କାହିଁ କେଉଁ କାଳରୁ ଗଢ଼ି ଉଠିଥିବା ‘ସମେଇଗାଡ଼ିଆ’ଗାଁ ଇତିହାସରେ ସ୍ଥାନ ପାଇପାରିନି। ଐତିହାସିକମାନେ ବି ଏ ଗାଁର ଉତ୍ପତ୍ତିର...