ଚୀନ୍ରେ ପିଲାଙ୍କ ସ୍ମାର୍ଟଫୋନ୍ ବ୍ୟବହାର ଉପରେ କଟକଣା: ଦିନକୁ ସର୍ବାଧିକ ୨ ଘଣ୍ଟା
ବେଜିଂ: ଚୀନ୍ର ଇଣ୍ଟରନେଟ୍ ୱାଚ୍ଡଗ୍ ପିଲାଙ୍କ ସ୍ମାର୍ଟଫୋନ୍ ବ୍ୟବହାରକୁ ସୀମିତ କରିବା ପାଇଁ ଏକ ନୀତି ପ୍ରଣୟନ କରିଛି। ସୋସିଆଲ ମିଡ଼ିଆ ଓ ଅନ୍ଲାଇନ ଗେମ୍ରେ ପିଲାମାନେ...









