ସବୁଥିରେ ଲୁଚାଛପା କାହିଁକି? କରୋନା ଗଲା, ସରକାରଙ୍କ କଟକଣା ଗଲା ନାହିଁ
ଭୁବନେଶ୍ବର: କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସିଧାସଳଖ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦିଆଯିବନି। କୌଣସି ମନ୍ତ୍ରୀ କି ମୁଖ୍ୟ ସଚିବ ଗଣମାଧ୍ୟମକୁ ସାମ୍ନା କରିବେନି। ସରକାର କ୍ୟାମେରା ଆଗରେ...









