ସରକାରୀ ଶିକ୍ଷାର ବିକଳ ଚିତ୍ର: ସ୍କୁଲରେ ରୋଷେଇ କରୁଛନ୍ତି ପ୍ରାଥମିକ ଶିକ୍ଷକ
ଭୁବନେଶ୍ୱର: ଦୁଇ ଦିନ ତଳେ ଚକ୍-ଡଷ୍ଟର ଧରି ପିଲାଙ୍କୁ ପଢ଼ାଉଥିଲେ। ନିୟମିତ କ୍ଲାସ କରୁଥିଲେ। ମାତ୍ର ଏବେ ହାତରେ ହାଣ୍ଡି-ଡେକ୍ଚି ଧରି କ୍ୟାମ୍ପସରେ ବୁଲୁଛନ୍ତି। ସକାଳ ହେବା...









