ସ୍ତ୍ରୀକୁ ନୃଶଂସ ହତ୍ୟା: ସ୍ୱାମୀର ଥାନାରେ ଆତ୍ମସମର୍ପଣ, ପରକୀୟା ପ୍ରୀତି ପାଇଁ ଏଭଳି...
ବାସୁଦେବପୁର: ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କରି ବାସୁଦେବପୁର ଥାନାରେ ଆତ୍ମସମର୍ପଣ କରିଲା ସ୍ୱାମୀ। ସ୍ତ୍ରୀ ରାଧାରାଣୀ ବେହେରାଙ୍କର ପରକୀୟା ପ୍ରୀତି ପାଇଁ ସ୍ୱାମୀ ଦିପୁ ବେହେରା...









