ଶ୍ରୀଲିଙ୍ଗରାଜଙ୍କ ‘କଣ୍ଠ’ରେ ଫାଟ: ୨୫ବର୍ଷ ହେଲା ଦିଆଯାଇନି କରାଳ, ମରାମତି ନହେଲେ ମୁଖ୍ୟଲିଙ୍ଗ...
ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରର ଅଷ୍ଟଧାତୁ କଳସରେ ଫାଟ ଓ ରାହାପାଗରେ ଫାଟ ସମସ୍ୟା ସୁଧୁରିଥିଲେ ହେଁ ଏବେ ଆଉ ଗୋଟିଏ ବଡ଼ ସମସ୍ୟା ମୁଣ୍ଡବ୍ୟଥାର କାରଣ...









